ଯହୁଁ ଯହୁଁ J̄ahuñ J̄ahuñ
- ଦେ. ଅ — କ୍ରମଶଃ; ଯେଉଁପରି; ଅନୁକ୍ରମେ — By and by; gradually as
- ଦେ. ଅ — (ଯଥା—ଯହୁଁ ଯହୁଁ ବେଳ ଉଛୁର ହେଲା, ତହୁଁ ତହୁ ମତେ ବେଶି ଭୋକ କଲା।)
- ଦେ. ଅ — ଯଥାକ୍ରମେ — Respectively
- ଦେ. ଅ — ଅନୁପାତକ୍ରମେ — Proportionately
- ଦେ. ଅ — (ଉ—ଯହୁଁ ଯହୁଁ ବଡ଼— ଲୋକ ତହୁଁ ତହୁଁ ଓଲ୍ଲୁ—ଢଗ।)
- ଦେ. ଅ — ଯେଉଁ ଯେଉଁ ସ୍ଥାନରୁ; ଯେଉଁ ସ୍ଥାନମାନଙ୍କରୁ) — From which places
- ଦେ. ଅ — (ଯଥା—ମୁଁ ଯହୁଁ ଯହୁଁ ଧନ ସଂଗ୍ରହକଲି, ସେ ତହୁଁ ତହୁଁ ବସ୍ତ୍ର ସଂଗ୍ରହ କଲା।