ଯହିଁ ପାଇଁ J̄ahiñ pāiñ

  • ଦେ. ଅ. — ଯେଉଁ ବିଷୟ ବା ବସ୍ତୁ ନିମନ୍ତେ — Wherefor; for which matter or thing
  • ଦେ. ଅ. — [ଯ(ଯା)ହିଁ ପେଇଁ—ଗ୍ରାମ୍ୟରୂପ]
  • ଦେ. ଅ. — (ଉ—ତାଳ ଗଛ ମୂଳେ ଢମଣା, ତୁ ଯହିଁପାଇଁ ନସରପସର ତତେ କିଏ ଦେବ ମାଗଣା ?—ତଗ।)