ଯହିଁ ତହିଁ J̄ahiñ tahiñ

  • ଦେ. ସର୍ବ. — ଯାହିଁ ତାହିଁ; ଯେଉଁ ଇଚ୍ଛା ସେହି ସ୍ଥାନରେ; ସ୍ଥାନ ନିର୍ବିଶେଷରେ; ଯାହାଁ ତାହାଁ — Wheresoever; in any place whatsoever
  • ଦେ. ସର୍ବ. — [ଉ—ଯାଅ ମନ ତୁମ୍ଭ ହୋଇଛି ଯହିଁ ତହିଁ। କୃଷ୍ଣସିଂହ. ମହାଭାରତ. ବନ।]
  • ଦେ. ସର୍ବ. — ସ୍ଥାନାସ୍ଥାନ ବିଚାର ନ କରି — Without consideration of the fitness or otherwise of a place
  • ଦେ. ସର୍ବ. — [ଯଥା—ସେ ଯହିଁ ତହିଁ ଖାଇ ଦେଉଛି।]