ମୁଦିବା Mudibā

  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — ମୁଦ୍ରିତ କରିବା — To close; to shut up
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — (ଉ—କାଳେ ଅବଳା ନେତ୍ର ମୁଦିବ ଡରି। ରାଧାନାଥ. ମେଘଦୂତ।)
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — ଘୋଡ଼ାଇବା; ଆବୃତ କରିବା; ଆବରଣ ମଧ୍ୟରେ ରଖିବା — To shut; to cover
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — (ଉ—ବାହାରକୁ ଆଣି ନାବ ପେଡ଼ାରେ ମୁଦିଲା। ଭଞ୍ଜ, ବୈଦେହୀଶବିଳାସ।)
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — ଛିଦ୍ର ବୁଜିବା — To close up a hole
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — (ଉ—ଛିଦ୍ର ମୁଦିଲେହେଁ ତା ଶୁଣି। ଭୂପତି. ପ୍ରେମପଞ୍ଚାମୃତ।)
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — ସଂ. ମୁଦ୍ ଧାତୁ) ତୋଷିବା — To please; to gratify
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — (ଉ—ଚନ୍ଦ୍ରକୁମୁଦେ, ଦୂରତେ ମୁଦେ, ପତର ମୁଦେ ମୋତେ; ଦେଇ ହରଷ, କରିବା ରସ, ନାହିଁ ରରଷ ଅନ୍ତେ। ଭଞ୍ଜ ପ୍ରେମସୁଧାନିଧି)
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — ବନ୍ଦ କରିବା; ବନ୍ଦି କରିବା — To imprison
  • ଦେ. କ୍ରି (ସଂ. ମୁଦ୍ରା ଧାତୁ) — (ଉ—ବନ୍ଦୀ କାରାପୁରେ ମୁଦିଲା ପ୍ରକାରେ ବସାଇ ସ୍ୟନ୍ଦନେ। ଭଞ୍ଜ. ବୈଦେହୀଶବିଳାସ।)