ମୁଦିରା Mudirā

  • ଦେ. ବି. ପୁଂ (ସଂ. ମୁଦ୍ରିକାକାର) — ମୁଦି ତିଆରି କରି ବିକିବା ଯାହାର ବ୍ଯବସାୟ — Manufacturer of rings
  • ଦେ. ବି. ପୁଂ (ସଂ. ମୁଦ୍ରିକାକାର) — [ଦ୍ର—ଏହିପରି ଖୁଡ଼ରା; କାଚରା ଶବ୍ଦ ମଧ୍ୟ ହୁଏ।]
  • ସଂ. ବିଣ. ସ୍ତ୍ରୀ — ମୁଦିରର ସ୍ତ୍ରୀଲିଙ୍ଗ — Feminine of Mudira