ମୁଦିତ Mudita

  • ସଂ. ବିଣ. ପୁଂ (ମୁଦ୍ ଧାତୁ+କର୍ତ୍ତୃ. ତ) — ଆନନ୍ଦିତ; ହୃଷ୍ଟ — Delighted; gratified
  • ସଂ. ବିଣ. ପୁଂ (ମୁଦ୍ ଧାତୁ+କର୍ତ୍ତୃ. ତ) — (ଉ—ମଧୁ—ମୁଦିତ ଦେଖ ଭୃଙ୍ଗକୁଳ। ପ୍ରାଚୀ. ରସବାରିଧି)
  • ଦେ. ବିଣ — ମୁଦା ହୋଇଥିବା; ବନ୍ଦ ହୋଇଥିବା — Closed; shut up