ମୁଦିତା Muditā

  • ସଂ. ବିଣ. ସ୍ତ୍ରୀ — (ମୁଦିତ+ଆ) — Feminine of Mudita
  • ସଂ. ବିଣ. ସ୍ତ୍ରୀ — ପରକୀୟା ନାୟିକା ବିଶେଷ — A class of concubines or heroines in love-stories
  • ସଂ. ବିଣ. ସ୍ତ୍ରୀ — (ଦ୍ର—ଯେଉଁ ନାୟିକାର ପର ପୁରୁଷ କାମନା ପରପୁରୁଷର ଆକସ୍ମିକ ଆଗମନ ଦ୍ୱାରା ଚରିତାର୍ଥ ହୁଏ—ହି. ଶ)