ମୁଦି ହେବା Mudi hebā

  • ଦେ. କ୍ରି (ସଂ. ମୁଦ୍ରିତ) — ବୁଜି ହେବା; ବନ୍ଦ ହୋଇ— ଯିବା — To be shut up; to be closed
  • ଦେ. କ୍ରି (ସଂ. ମୁଦ୍ରିତ) — (ଉ—ଦେଲେ ଦିବ୍ୟ ନାସ, ଝଡ଼ିଲା ସେ ପ୍ରାସ, ମୁଦି ହେଲା ହୃଦସ୍ଥଳି। ବିଶ୍ୱନାଥ. ବିଚିତ୍ର ରାମାୟଣ।)