ମୁଦିୟା Mudiyā

  • ଦେ. ବି (ସଂ. ମୁଦ୍ରିକା; ପ୍ରା ମୁଦ୍ଦିଆ) — ମୁଦିପରି ଗୋଲାକାର ଧାତୁ ବଳୟ — A ring of metal
  • ଦେ. ବି (ସଂ. ମୁଦ୍ରିକା; ପ୍ରା ମୁଦ୍ଦିଆ) — [ଉ—ମୋଡ଼ା ନ ପଡ଼ିବାକୁ ଗୁଣ ମୁଦିଆକୁ; ଖଞ୍ଜିଲେ ନକୁଳ ଏ ଡାଳ ସେ ଡାଳକୁ। କୃଷ୍ଣସିଂହ ମହାଭାରତ. ବିରାଟ]
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେ ମୁଦି ପିନ୍ଧିଥାଏ — Wearing a ring
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — (ଦ୍ର—ଏହା ଅନ୍ଯ ଶବ୍ଦ ସଙ୍ଗେ ବ୍ଯବହୃତ ହୁଏ ଯଥା— ସୁନାମୁଦିଆ)
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — (ଉ—ସୁନାମୁଦିଆ ହାତରେ ଚାପୁଡ଼ା ଖାଇଲେ ଗଙ୍ଗାସ୍ନାନ ଫଳ ମିଳେ। ଢଗ।)