ମୁଦା Mudā

  • ସଂ. ବି (ମୁଦ୍ ଧାତୁ+ଭାବ. କ୍ୱିପ୍+ଆ) — ହର୍ଷ; ପ୍ରୀତି — Joy; delight
  • ଦେ. ବି. (ସଂ. ମୁଦ୍ରଣ) — ମୋହର ମାରିବା — Act of sealing or stamping
  • ଦେ. ବି. (ସଂ. ମୁଦ୍ରଣ) — ଗୁଳା; ଗୋଳକ — Ball
  • ଦେ. ବି. (ସଂ. ମୁଦ୍ରଣ) — (ଉ—ଚନ୍ଦନ ମୁଦା କାହା କରେ ଶୋହେ, ବିବିଧ ବନ୍ଧେ କୃଷ୍ଣ ମନ ମୋହେ—ପ୍ରାଚୀ. ରହସ୍ୟମଞ୍ଜରୀ।)
  • ଦେ. ବି. (ସଂ. ମୁଦ୍ରଣ) — ଡିବା; କରାଟ — Case
  • ଦେ. ବି. (ସଂ. ମୁଦ୍ରଣ) — ମୁଦିବା କର୍ମ — Closing
  • ଦେ. ବି. (ସଂ. ମୁଦ୍ରଣ) — ହାତ ମୁଠାରେ ଲୁଚାଇ ରଖିଥିବା ପଦାର୍ଥ, ଯାହା ସମ୍ବନ୍ଧରେ ଲୋକେ କାଳିସୀ ଲାଗିଥିବା ବ୍ଯକ୍ତିକୁ ବା ସର୍ବଜ୍ଞକୁ ପରୀକ୍ଷା କରିବା ପାଇଁ ପ୍ରଶ୍ନ କରନ୍ତି — A small thing concealed in the hollow of the hand regarding which questions are asked to a person possessed by a Goddess to find out if the allged possession is reral or feigned
  • ଦେ. ବିଣ — ମୁଦ୍ରିତ — Closed; shut up
  • ଦେ. ବିଣ — (ଉ—ବରଷେ ଥାଇ ମୁଦା ହୋଇ, ସ୍ନାହାନ ସାରି ଭାବଗ୍ରାହୀ ଯଶୋବନ୍ତ. ପ୍ରେମଭକ୍ତି ଗୀତା।)
  • ଦେ. ବିଣ — ମୁଦ୍ରାକାରରେ ଗଠିତ; ଗୋଲ — Made in the shape of coins; circular
  • ଦେ. ବିଣ — (ଯଥା—ମୁଦା ତେନ୍ତୁଳି)
  • ପ୍ରାଦେ. (ଯାଜପୁର) ବି — ପୋଷା ମାଙ୍କଡ଼ ଆଗରେ ରଖାଯିବା ଗୋଡ଼ିମାନ — Peebles put before a trained monkey