ମୁଦାଇ Mudāi
- ବୈଦେ. ବି. ପୁଂ (ଫା. ମୁଦ୍ଦାଇ) — ଶତ୍ରୁ — Enemy
- ବୈଦେ. ବି. ପୁଂ (ଫା. ମୁଦ୍ଦାଇ) — (କଚିରିଆ) ମକଦ୍ଦମାରେ ଫେରିଆଦି; ବିଚାରାର୍ଥୀ — Complainant in a case
- ବୈଦେ. ବି. ପୁଂ (ଫା. ମୁଦ୍ଦାଇ) — [ଦ୍ର—ଫଉଜଦାରୀ ମକଦ୍ଦମାରେ ପ୍ରଥମ ପକ୍ଷକୁ ମୁଦେଇ ଓ ବିପକ୍ଷକୁ ମୁଦାଲା ବୋଲାଯାଏ ଏବଂ ଦେୱାନି ମକଦମାରେ ପ୍ରଥମ ପକ୍ଷକୁ ବାଦୀ ଓ ବିପକ୍ଷକୁ ପ୍ରତିବାଦୀ ବା ବିବାଦୀ ବୋଲାଯାଏ।]
- ପ୍ରାଦେ. (ଗଞ୍ଜାମ) ବି — ମୁଦାଲା — An accused
- ବୈଦେ. ବିଣ — ବିପକ୍ଷ; ପ୍ରତିକୂଳ — Adversary; inimical