ମୁଦାଇ ମୁଦାଲା Mudāi mudālā

  • ବୈଦେ. ବି (କଚିରିଆ; ସହଚର; ଫା. ମୁଦ୍ଦଇ+ ମୁଦାଅଲେହ) — ମକଦ୍ଦମାରେ ବାଦୀ ଓ ପ୍ରତିବାଦୀ — The complainant and the accused in a case
  • ବୈଦେ. ବି (କଚିରିଆ; ସହଚର; ଫା. ମୁଦ୍ଦଇ+ ମୁଦାଅଲେହ) — (ଉ—ମୁଦେଇ ମୁଦାଲା ରାଜି, କିସ କରିବ କାଜୀ— ଢଗ।)