ମୁଦା ଧରିବା Mudā dharibā

  • ଦେ. କ୍ରି — ଠାକୁରାଣୀ ଲାଗିଥିବା ବ୍ଯକ୍ତିକୁ ବିଡ଼ିବା ପାଇଁ ମୁଠାର ମଧ୍ୟରେ କଅଣ ଅଛି ବୋଲି ତାକୁ ପଚାରି ତା ଆଗରେ ହାତମୁଠାରେ କୌଣସି ପଦାର୍ଥ ଲୁଚାଇ କରି ଦେଖା— ଇବା — To hold up anything concealed inside the closed palm to test if a person said to be possessed by a Goddess can divine what it is