ମୁଦତ୍ କରିବା Mudat karibā

  • ଦେ. କ୍ରି—(କଚିରିଆ) — ସାହାଯ୍ଯ ଦେବା — To render help
  • ଦେ. କ୍ରି—(କଚିରିଆ) — କୌଣସି କାର୍ଯ୍ୟରେ ସାହାଯ୍ଯ କରିବା ପାଇଁ କୌଣସି ବ୍ଯକ୍ତିକୁ ପ୍ରେରଣ କରିବା — To depute a person to render help