ମୁଦଗର Mudagara

  • ଗ୍ରା. (ପଦ୍ଯ) ବି—(ସଂ. ମୁଦ୍ଗର) — ମୁଦ୍ଗର (ଦେଖ) — Mudgara (See)
  • ଗ୍ରା. (ପଦ୍ଯ) ବି—(ସଂ. ମୁଦ୍ଗର) — (ଉ—ମୁଦଗର ପର୍ଶୁ ତୋମର ଭିନ୍ଦିପାଳ, ଛାଡି ତଳେ ପଡ଼ିଲା ପ୍ରାନ୍ତେ ଶର ଜାଲ। କୃଷ୍ଣସିଂହ. ମହାଭାରତ ଦ୍ରୋଣ।