ମୁଦ ଶିଳା Muda ṡiḻā

  • ଦେ. ବି (ସଂ. ମୁଦ୍ରିତ+ଶିଳା) — ଯେଉଁ ପ୍ରସ୍ତରଖଣ୍ଡଦ୍ୱାରା ଦେଉଳର ମୁଣ୍ଡି ମରାଯାଏ ଓ ଯାହା ଉପରେ ଦହି— ନଉତି ବସେ — 1. The central stone which shuts the topmost last hole of a temple; the coping stone
  • ଦେ. ବି (ସଂ. ମୁଦ୍ରିତ+ଶିଳା) — ଯେଉଁ ମଧ୍ୟଖଣ୍ଡ ପ୍ରସ୍ତରଦ୍ୱାରା ଖିଲାଣ ବନ୍ଦ ହୁଏ; କୀଳ କୋପଳ — , The keystone of an arch
  • ଦେ. ବି (ସଂ. ମୁଦ୍ରିତ+ଶିଳା) — [ଉ—ମୁଦଶିଳା ମୁଦେ ସମାଧିରେ ଗର୍ତ୍ତେ— ରାଧାନାଥ।]