ମିସାଲ୍ Misāl

  • ପ୍ରାଦେ. (ସମ୍ବଲପୁର) ଅ. (ସଂ. ମିଶ୍ରିତ) — ମଧ୍ୟ; ବି — Also; too
  • ପ୍ରାଦେ. (ସମ୍ବଲପୁର) ଅ. (ସଂ. ମିଶ୍ରିତ) — ସଙ୍ଗେ — Together with
  • ପ୍ରାଦେ. (ସମ୍ବଲପୁର) ଅ. (ସଂ. ମିଶ୍ରିତ) — (ଯଥା—ମୁଁ ଦାଲି ମିସାଲ୍ ପଖାଲ୍ ଖାଇଲି ।)