ମିସ୍ତ୍ରୀ Mistrī
- ବୈଦେ. ବି. (ପ୍ରାଚୀନ ଇଂରାଜୀ ମିଷ୍ଟେର୍; ଇଂ. ମାଷ୍ଟର୍; ପର୍ଟୁଗୀଜ୍ ମେଷ୍ଟାର୍=ଗୁରୁ; ଶିଳ୍ପକର) — କାରିଗର; ଶିଳ୍ପୀ — Mechanic; artisan; craftsman
- ବୈଦେ. ବି. (ପ୍ରାଚୀନ ଇଂରାଜୀ ମିଷ୍ଟେର୍; ଇଂ. ମାଷ୍ଟର୍; ପର୍ଟୁଗୀଜ୍ ମେଷ୍ଟାର୍=ଗୁରୁ; ଶିଳ୍ପକର) — ରାଜ ମିସ୍ତ୍ରୀ — Mason
- ବୈଦେ. ବି. (ପ୍ରାଚୀନ ଇଂରାଜୀ ମିଷ୍ଟେର୍; ଇଂ. ମାଷ୍ଟର୍; ପର୍ଟୁଗୀଜ୍ ମେଷ୍ଟାର୍=ଗୁରୁ; ଶିଳ୍ପକର) — [ଦ୍ର—ଏ ଶବ୍ଦ ବଢ଼େଇ, କମାର, କଳ ଆଦିରେ କାମ କରିବା ବ୍ଯକ୍ତି ଓ କୋଠା ଓ ଅନ୍ୟକାମ କରିବା କାରିଗରଙ୍କ ପ୍ରତି ବ୍ଯବହୃତ ହୁଏ ।]