ମିସନେରୀ Misanerī

  • ବୈଦେ. ବି. (ଇଂ ମିସନାରୀ) — ଧର୍ମ ପ୍ରଚାରକ — Religious preacher; missionary
  • ବୈଦେ. ବି. (ଇଂ ମିସନାରୀ) — ଖ୍ରୀଷ୍ଟିୟାନ୍ ପାଦ୍ରୀ — A Christian missionary
  • ବିଣ — ଧର୍ମପ୍ରଚାରକ-ମଣ୍ଡଳସନ୍ଧୀୟ — Relating to a mission