ମିସନ୍ Misan

  • ବୈଦେ. ବି (ଇଂ. ମିସନ୍) — ଧର୍ମପ୍ରଚାରକ ମଣ୍ଡଳୀ — A company of persons engaged in a religious propaganda
  • ବୈଦେ. ବି (ଇଂ. ମିସନ୍) — ଧର୍ମପ୍ରଚାରାର୍ଥ ନିଯୋଗ — Religious mission
  • ବୈଦେ. ବି (ଇଂ. ମିସନ୍) — ପ୍ରଚାରାଦି ବିଶେଷ କାର୍ଯ୍ୟ ସମ୍ପାଦନର ଭାର — A mission
  • ବୈଦେ. ବି (ଇଂ. ମିସନ୍) — ରାଜନୀତି ଉଦ୍ଦେଶ୍ୟରେ ଏକ ରାଜ୍ୟରୁ ଅନ୍ଯ ରାଜ୍ୟକୁ ପ୍ରେରିତ ଦୂତ ମଣ୍ଡଳ — Political mission