ମିସ୍ତର୍ Mistar

  • ବୈଦେ. ପ୍ରାଦେ. (ସମ୍ବଲପୁର) ବିଣ — ମିଷ୍ଟର୍ (ଦେଖ) — Mishṭar (See)
  • ବୈଦେ. ବି (ଆ) — ଅଳ୍ପ ଛଡ଼ାଛଡ଼ି ଖୁବ୍ ମୋଟ ସମାନ୍ତର ରେଖାମାନ ଟଣା ଯାଇଥିବା ମୋଟ କାଗଜ ବା
  • ବୈଦେ. ବି (ଆ) — କାଗଜର ତକ୍ତା — A pasteboard or thick sheet of paper on which thick parallel lines are drawn at short intervals and over which, when a writing paper is put, the writer's lines follow the lines below
  • ବୈଦେ. ବି (ଆ) — [ଦ୍ର— ଏହି ମିସ୍ତର୍ତକ୍ତା ଉପରେ ପତଳା କାଗଜକୁ ପକାଇ ଲେଖିଲେ କାଗଜ ତଳେ ଥିବା ଉକ୍ତ ତକ୍ତାରେ ଅଙ୍କିତ ରେଖାମାନ ବାରି ହୋଇ ପଡ଼େ ଓ ସେହି— ଗାରମାନଙ୍କୁ ଠଉରାଇ କରି କାଗଜରେ ଅକ୍ଷର ଲେଖିଲେ ଧାଡ଼ିମାନ ବଙ୍କା ନ ହୋଇ ସମାନ୍ତର ହୁଏ ।]