ମିସିବାବା Mi-sibābā

  • ଦେ. ବି (ଇଂ. ମିସ୍) — ସାହେବମାନଙ୍କ ପରିବାରର କୁମାରୀମାନଙ୍କ ପ୍ରତି ଚାକରମାନଙ୍କର ସ୍ନେହସମ୍ବୋଧନ — A term of endearment addressed by the servents to maids of a European family