ମାଡ଼ୁ Māṟḍ̠u

  • ଦେ. ବି—(ସଂ. ମଣ୍ଡ) — କଞ୍ଚା ଆମ୍ବକୁ ଚିରି ଆଚାର ବା ଅଡ଼ଙ୍ଗା କରିବା ପାଇଁ ତହିଁ ମଧ୍ୟରେ ଭରତି କରିବା ମସଲାଗୁଣ୍ଡ (ନନ୍ଦେ) — Condiment-powder put inside split mangoes to prepare pickle