ମାଡ଼ି ଯିବା Māṟḍ̠i j̄ibā
- ଦେ. କ୍ରି — ବିସ୍ତାରିତ ହେବା — To spread
- ଦେ. କ୍ରି — ବୃଦ୍ଧି ପାଇବା — (number of children) To be on the increase
- ଦେ. କ୍ରି — [ଉ—ଭାଇ ! ସେ ବିଡ଼ମ୍ବନା କେତେ ପୁତ୍ର କନ୍ଯା; ମାଡ଼ିଗଲେ ବଢ଼ି ପରି କେ କରେ ମନା। ଭିକାରୀ ଗୀତଲହରୀ।]
- ଦେ. କ୍ରି — ଚାଲିଯିବା — To walk
- ଦେ. କ୍ରି — (ଯଥା—ଏଇ ବାଟେ ମାଡ଼ି ଯା ହୋ !)
- ଦେ. କ୍ରି — ବ୍ୟାପି ଯିବା — To overspread; to be diffused