ମାଡ଼୍ବାରି Māṟḍ̠-bāri

  • ଦେ. ବି — ମାର୍ବାଡ଼ି; ମାରବାଡ଼ ଦେଶବାସୀ; ରାଜ— ପୁତାନା ରାଜ୍ୟର ଜୟପୁର ଅଞ୍ଚଳବାସୀ — An inhabitant of marwar in Rajputana
  • ଦେ. ବି — (ଲକ୍ଷଣାର୍ଥ) ବ୍ଯବସାୟ ବୁଦ୍ଧିଥିବା ବ୍ଯକ୍ତି — (figurative) A person with business instincts