ମାଡ଼ିଦେବା Mār̲ḍ̠i debā

  • ଦେ. କ୍ରି (ସଂ. ମୃଦ ଧାତୁ) — କୌଣସି ବସ୍ତୁକୁ ବା ବ୍ଯକ୍ତିକୁ ଭୂମିତଳକୁ ବା ପାଣି ଭିତରକୁ ଚାପିଦେବା — To Press a person or thing down to the ground or into the water
  • ଦେ. କ୍ରି (ସଂ. ମୃଦ ଧାତୁ) — (ମୁହଁକୁ) ତଳକୁ ପୋତିବା — To droop down one's head
  • ଦେ. କ୍ରି (ସଂ. ମୃଦ ଧାତୁ) — ବଳପୂର୍ବକ ପୂରାଇବା; ଭର୍ତ୍ତି କରି ଦେବା; ଗୁଞ୍ଜିବା — To thrust forcibly; to ram
  • ଦେ. କ୍ରି (ସଂ. ମୃଦ ଧାତୁ) — [ଉ—ସେ କଣ୍ଟା ଋଷିଙ୍କ ଆଖିରେ ମାଡ଼ି ଦେଲା। କୃଷ୍ଣସିଂହ ମହାଭାରତ ବନ।]
  • ଦେ. କ୍ରି (ସଂ. ମୃଦ ଧାତୁ) — କୌଣସି ଦ୍ରବ୍ୟକୁ ଅନ୍ଯ ବଡ଼ ଦ୍ରବ୍ୟ ମଧ୍ୟରେ ପୁରାଇ ଲୁଚାଇବା — To conceal a thing by putting it inside a bigger thing
  • ଦେ. କ୍ରି (ସଂ. ମୃଦ ଧାତୁ) — [ଉ—ଦୈତ୍ୟେ ଯେ ବେଦକୁ ହରିଲେ, ନେଇ ସମୁଦ୍ରେ ମାଡ଼ି ଦେଲେ। ଜଗନ୍ନାଥ ଭାଗବତ।]