ମାଡ଼େ Māṟḍ̠e

  • ଦେ.ବି — ମାଡ଼ର ଏକ ହପ୍ପା — A shower of beating or thrashing
  • ଦେ.ବି — [ଯଥା— ତତେ ମୁ ମାଡ଼େ ଚଢ଼ାଇବି ଯେ, ତୋର ଦିନାକେତେ ଯାଏ ମନେ ଥିବ।]
  • ପ୍ରାଦେ. (ଉତ୍ତର ବାଲେଶ୍ୱର) ଅ — ବୋଧ ହୁଏ — Perhaps