ମାଡ଼ୁଆ Māṟḍ̠nā

  • ଦେ. ବିଣ. ପୁଂ — ଯେ ପରଠାରୁ ମାଡ଼ ଖାଇବାରେ ଅଭ୍ୟସ୍ତ — Habituated to be beaten by others
  • ଦେ. ବିଣ. ପୁଂ — ପ୍ରହାର ଖାଇବାର ଯୋଗ୍ୟ — Deserving to be thrashed
  • ଦେ. ବିଣ. ପୁଂ — [ଯଥା—ସେ ଗୋଟିଏ ବୃଦ୍ଧ ମାଡ଼ୁଆ।]
  • ବି — ଅନ୍ୟଠାରୁ ମାଡ଼ ଖାଇଥିବା ବ୍ଯକ୍ତି — One who has been beaten by another
  • ବି — ମାଡ଼ ମାରିବା ବ୍ଯକ୍ତି — A person who beats another
  • ବି — [ଉ—ମାଡ଼ୁଆ ନ ଥାଇ ଗୁହାରିଆ। ଢଗ।]