ମାରିତ Mārita

  • ସଂ. ବିଣ (ମୃ ଧାତୁ ଣିଚ=ମାରି ଧାତୁ+କର୍ମ. ତ) — ବିନାଶିତ — Killed; destroyed
  • ସଂ. ବିଣ (ମୃ ଧାତୁ ଣିଚ=ମାରି ଧାତୁ+କର୍ମ. ତ) — ଆହତ — Wounded
  • ସଂ. ବିଣ (ମୃ ଧାତୁ ଣିଚ=ମାରି ଧାତୁ+କର୍ମ. ତ) — (ବୈଦ୍ଯକ) (ଧାତୁ ଆଦି) ଭସ୍ମୀକୃତ — Oxidized; reduced to ashes; calcined
  • ସଂ. ବିଣ (ମୃ ଧାତୁ ଣିଚ=ମାରି ଧାତୁ+କର୍ମ. ତ) — (ବୈଦ୍ଯକ) ଜାରିତ — (medical) Dessolved; reduced to an applicable form