ମାରି ଯିବା Māri j̄ibā

  • ଦେ. କ୍ରି — ଯେ କୌଣସି ପ୍ରକାରେ କାମ ଚଳାଇ ନେବା — To get on anyhow
  • ଦେ. କ୍ରି — (ଉ— ମାରିଗଲେ ମାହାପାତ୍ରେ, ଚାହିଁଥିଲେ ଜଳକା—ଢଗ)
  • ଦେ. କ୍ରି — କାଳ ଯାପନ କରିବା — To pass time; to go on
  • ଦେ. କ୍ରି — [ଉ—ମାରି ମାରି ଗଲା ବାଳକ—ଢଗ।]