ମାରିବା ତାରିବା Māribā tāribā

  • ଦେ. କ୍ରି (ବିପରୀତାର୍ଥ ସହଚର; ମୃ ଧାତୁ ଣିଚ ମାରି ଧାତୁ ଓ ତୃ ଧାତୁ ଣିଜନ୍ତ ତାରି ଧାତୁ) — କୌଣସି ବ୍ଯକ୍ତିର ସର୍ବନାଶ ଘଟାଇବା ଓ ତାକୁ ରକ୍ଷା କରିବା — To ruin and save a person