ମାରଣ Māraṇa

  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — ବଧ; ହନନ; ହତ୍ୟା — Killing; slaughter; murder
  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — [ଉ—ମାର ମରଣକୁ ବାରଣ ବର ତୁହି—ପ୍ରାଚୀନ ସଙ୍ଗୀତ।]
  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — (ତନ୍ତ୍ର) ଶତ୍ରୁର ମୃତ୍ୟୁ ଘଟାଇବା ପାଇଁ ତାନ୍ତ୍ରିକ ପ୍ରୟୋଗବିଶେଷ; ତାନ୍ତ୍ରିକ ଅଭିଚାର ବିଶେଷ — Tantric spells or charm employed to kill an enemy
  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — ଆକ୍ରମଣ; ଅତ୍ୟାଚାର — Oppression; attack
  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — (ବୈଦ୍ୟଶାସ୍ତ୍ର) ସ୍ୱର୍ଣ୍ଣ ଆଦିକୁ ଭସ୍ମରେ ପରିଣତ କରିବା ପ୍ରକ୍ରିୟା — The process of oxidizing gold etc according to the Hindu medical science.; calcination; oxidization
  • ସଂ. ବି—(ମୃ ଧାତୁ ଣିଚ୍=ମାରି ଧାତୁ+ଭାବ. ଅନ) — ବିଷ ବିଶେଷ — A kind of poison (Apte)