ମାରଣ୍ଡ Māraṇḍa

  • ସଂ. ବି — ସର୍ପାଣ୍ଡ — Serpent's egg
  • ସଂ. ବି — ପଥ; ପନ୍ଥା — Road
  • ସଂ. ବି — ଗୋମୟମଣ୍ଡଳ; ଗୋବର ଲିପା ହୋଇଥିବା ସ୍ଥାନ — A patch of ground which has been smeared over with cowdung