ମାରତଣ୍ଡ Mārataṇḍa

  • ଗ୍ରା. (ପଦ୍ଯ) ବି — ମାର୍ତଣ୍ଡ; ସୂର୍ଯ୍ୟ — The sun
  • ଗ୍ରା. (ପଦ୍ଯ) ବି — [ଉ— କୁବେରଠାରୁ ନଳିନନନ୍ଦନୁ ମୀନ ସ୍ୟନ୍ଦନ ମାରତଣ୍ଡୁ। କବିସୂର୍ଯ୍ୟ. ସଙ୍ଗୀତ।]