ମାରଜିତ୍ Mārajit

  • ସଂ. ବି—(ମାର=କନ୍ଦର୍ପ+ଜି ଧାତୁ=ଜୟ କରିବା—କର୍ତ୍ତୃ. କ୍ୱିପ୍) — ମହାଦେବ; ଶିବ — Ṡiba
  • ସଂ. ବି—(ମାର=କନ୍ଦର୍ପ+ଜି ଧାତୁ=ଜୟ କରିବା—କର୍ତ୍ତୃ. କ୍ୱିପ୍) — ବୁଦ୍ଧଦେବ — The great Buddha