ମାରଣ ରସ Māraṇa rasa

  • ଦେ. ବି — ରସ ବା ଧାତୁ ଆଦିର ଭସ୍ମୀକରଣ — The process of oxidizing or calcination of metals
  • ଦେ. ବି — ବୀର ରସ — The sentiment of heroism in literature
  • ଦେ. ବି — [ଉ—ବିରଚିଲେ ଚପଳେ ମାରଣ ରସବଳେ, ସୁଶୋଧନରେ କି ମଞ୍ଜୁଳେ। ଭଞ୍ଜ. ବୈଦେହୀଶବିଳାସ।]