ମାରଣା Māraṇā

  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ମାରଣ) — (ପଶୁ) ଯେ ମାରେ; ଯେ ବିନ୍ଧେ; ବିନ୍ଧଣା — An animal given to goring; vicious (beast)
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ମାରଣ) — [ଉ—କମଳୀକୁ ଗୋଟାଏ ମାରଣା ବଳଦ ବିନ୍ଧିବାକୁ ଗୋଡ଼ାଇଲା। ଫକୀରମୋହନ. ଗଳ୍ପସ୍ୱଳ୍ପ।]
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ମାରଣ) — ଘାତକ — Slaughtering; killing; murdering
  • ଦେ. ବିଣ. ପୁଂ ଓ ସ୍ତ୍ରୀ (ସଂ. ମାରଣ) — ବିଶ୍ୱାସଘାତକ — Faithless; perfidious; betraying
  • ବି — ଖଣ୍ଟ; ଡକାଏତ; ଯେଉଁମାନେ ମନୁଷ୍ୟକୁ ମାରି ଦ୍ରବ୍ୟ ଅପହରଣ କରନ୍ତି; ଡାକୁ — Dacoit
  • ବି — ବୈଦ୍ୟଶାସ୍ତ୍ରୋକ୍ତ ବିଧିରେ ଧାତୁ ଦ୍ରବ୍ୟାଦିକୁ ମାରଣ କରିବା ବ୍ଯକ୍ତି — A person who oxidizes metals etc by Hindu medical process
  • ଗ୍ରା. ବି — ମହାରଣା; କାରିଗର; ବଢ଼େଇ; ପଥୁରିଆ, କମାର ଆଦି — Artisans (e.g. carpenters, ironsmiths, stone-masons.)