ମାନନ Mānana

  • ସଂ. ବି (ମାନ୍ ଧାତୁ=ପୂଜା କରିବା+ଭାବ. ଅନ) — ମାନ୍ୟ କରିବା; ସମ୍ମାନ ପ୍ରଦର୍ଶନ — Showing of respect
  • ସଂ. ବି (ମାନ୍ ଧାତୁ=ପୂଜା କରିବା+ଭାବ. ଅନ) — ଅର୍ଚ୍ଚନ; ପୂଜାକରଣ — Act of worshipping; paying of homage
  • ସଂ. ବି (ମାନ୍ ଧାତୁ=ପୂଜା କରିବା+ଭାବ. ଅନ) — ଆଦର କରଣ — Showing of regard to a person