ମାନନା Mānanā

  • ସଂ. ବି — ମାନନ (ଦେଖ) — Mānana (See)
  • ଦେ. ବି — ଚୁଲୀ ପାଇଁ ଭୂମିରେ ଗାତ କରି ମାଟିର କୁଣ୍ଡ ବା ହାଣ୍ଡି ପୋତି ତାହା ଭିତରେ ବହଳିଆ କରି ମାଟି ଲେସିବା — Plastering a thick layer of mud over an earthen pot tub which is sunk in the ground for preparing an oven