ମାନତ୍ କରିବା Mānat karibā

  • ଦେ. କ୍ରି — ମାନସିକ କରିବା; ଫଳସିଦ୍ଧି କାମନା କରି ଦେବତାଙ୍କୁ କୌଣସି ବିଷୟ ଯାଚିବା — To make a vow to deity