ମାନତ୍ ମଣଷ Mānat maṇasha
- ଗ୍ରା. ବି — ମାନନା ବା ସମ୍ମାନର ଉପଯୁକ୍ତ ବ୍ଯକ୍ତି — A person deserving to be shown respect by one; a person standing in the relation of an elder to a person
- ଗ୍ରା. ବି — (ଯଥା—ଗୁରୁଜନମାନେ ଆପଣାର ମାନତ୍ ଲୋକ; ଭାଇ— ବୋହୂର ଦେଢ଼ଶୁର ମାନତ୍ ମଣିଷ ଅଟନ୍ତି।)