ମାନଦ Mānada

  • ସଂ. ବିଣ. ପୁଂ — ଯେ ସମ୍ମାନ ଦାନ କରି ପାରେ — Give of honour; bestowing honour
  • ସଂ. ବିଣ. ପୁଂ — ମାନରକ୍ଷକ — Saving the prestige of another
  • ସଂ. ବିଣ. ପୁଂ — ସମ୍ମାନପ୍ରଦର୍ଶକ — Showing respect (Apte)
  • ସଂ. ବିଣ. ପୁଂ — ଗର୍ବୀ — Proud (Apte)
  • ସଂ. ବିଣ. ପୁଂ — ଗର୍ବବିନାଶକ — Destroying pride (Apte)
  • ବି — ବିଷ୍ଣୁଙ୍କ ନାମ — A name of a Bishṇu
  • ବି — 'ଆ' ଅକ୍ଷରର ଗୁପ୍ତ ନାମ — A mystical name for the letter 'ā'