ମାନତ୍ Mānat
- ଦେ. ବି (ସଂ. ମନସ୍ଥ) — ଦେବାନୁଗ୍ରହଲାଭାର୍ଥ ମନେ ମନେ ସଂକଳ୍ପ; ମାନସିକ; ମନାସ — Mental resolution or vow taken to perform certain acts to please or show gratitude to a Deity
- ଦେ. ବି (ସଂ. ମନସ୍ଥ) — (ତୁଳ. ଫା. ଜମାନତ୍) ଜାମିନ୍ — Security; surety
- ବିଣ (ସଂ. ମାନିତ) — ମାନ୍ୟ ପାଇବାର ଉପଯୁକ୍ତ; ସମ୍ମାନନୀୟ — Deserving respect
- ବିଣ (ସଂ. ମାନିତ) — ଅନ୍ୟପାଇଁ ଜାମିନ ହୋଇଥିବା — One who has stood secur ity for another