ମାଏନା Māenā

  • ବୈଦେ. ବି — (ଫା. ମାଆଏନାହ୍)—ଉତ୍ତମରୂପେ ପରୀକ୍ଷା କରିବା — Thorough examination
  • ବୈଦେ. ବି — [ଉ—ପ୍ରଥମ ଦିନରେ ଦୁଇଜଣ ଚୌକିଦାର ହମରାଏ ଲାସ୍ ମାଇନା ସକାଶେ କଟକ ଚାଲାଣ ଦିଆଗଲା। ଫକୀରମୋହନ ଛମାଣ ଆଠଗୁଣ୍ଠ।]
  • ବୈଦେ. ବି — [ଦ୍ର—ଏହି ଶବ୍ଦ ଅନ୍ଯ ଶବ୍ଦ ପରେ ମଧ୍ୟ ବ୍ଯବହୃତ ହୁଏ; ଯଥା—ଡାକ୍ତରମାଇନା; ଲାସ୍ ମାଇନା; ସରଜମିନ ମାଇନା।]
  • ବୈଦେ. ବି — (ଫା. ମହୀନା)—ମାସିକ ଦରମା — Monthly salary