ମାଏ Māe

  • ଦେ. ବି — (ବହୁବଚନ) ମାତାମାନେ — Mothers
  • ଦେ. ବି — (ଏକବଚନ; ସମ୍ମାନାର୍ଥେ ବହୁବଚନ ରୂପ) ମାତା — Mother
  • ଦେ. ବି — [ଉ— ଛାଟ ଧରି ମାଏ ବହୁତ ଗଞ୍ଜେ— ଭକ୍ତଚରଣ ମଥୁରାମଙ୍ଗଳ।]
  • ଦେ. ବି — (ସମ୍ବୋଧନ) ହେ ମାତଃ — O mother!
  • ବୈଦେ. ଅ. (ଫା. ମୟ) — ମଏ; ସହିତ; ଏକତ୍ରରେ — Together; in all