ମାଏଝୀ Māejhī

  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ମାଇପି— ଲୋକ; ସ୍ତ୍ରୀ ବ୍ଯକ୍ତି — A woman; a female folk
  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ସ୍ତ୍ରୀ ଜାତି — The female- kind
  • ପ୍ରାଦେ. (ସମ୍ବଲପୁର ଓ ଗଡ଼ଜାତ) ବି — ବାଳିକା — A girl