ମାକଡ଼ କେନ୍ଦୁ Mākaṟḍ̠a kendu

  • ଦେ. ବି. (ସଂ. ବିନ୍ଦୁକ) — ଏକପ୍ରକାର କେନ୍ଦୁଗଛ — Diospyrus Embreyopteris; ebony
  • ଦେ. ବି. (ସଂ. ବିନ୍ଦୁକ) — [ଦ୍ର—ଏହି ଗଛର ମଞ୍ଜିରୁ ଅବଲୁସ୍ କାଠ ହୁଏ। ଏହା ଅତ୍ୟନ୍ତ କୃଷ୍ଣବର୍ଣ୍ଣ।]