ମାଉସୀ ମା Māusī mā
- ଦେ. ବି. ସ୍ତ୍ରୀ — ପିତାଙ୍କ ମାଉସୀ — The mother's sister of one's father
- ଦେ. ବି. ସ୍ତ୍ରୀ — ମାଉସୀ; ମାଆଙ୍କ ଭଉଣୀ — Mother's sister
- ଦେ. ବି. ସ୍ତ୍ରୀ — (ଦ୍ର— ଜଗନ୍ନାଥଙ୍କ ମାଉସୀ ମା—ଏହା ବଡ଼ଦାଣ୍ଡର ପୂର୍ବପାଖରେ ଥିବା ଗୋଟିଏ ଠାକୁରାଣୀଙ୍କ ଲୋକପ୍ରଚଳିତ ନାମ। ଜଗନ୍ନାଥ ରଥଯାତ୍ରା ସମୟରେ ବଡ଼ଦାଣ୍ତରେ ଯିବାବେଳେ ଏହିଠାରେ ରଥ ଅଟକା ଯାଇ ଜଗନ୍ନାଥଙ୍କୁ ପୋଡ଼ପିଠା ଭୋଗ ଲଗାଯାଏ।]
- ପ୍ରାଦେ (ସମ୍ବଲପୁର) ଧାତ୍ରୀ; ଉପମାତା — One's foster-mother