ମାଆଳି Māāḻi

  • ଦେ. ବି — କେଉଟମାନଙ୍କର ବଂଶୋପାଧି ବିଶେଷ — A family title of fishermen
  • ଦେ. ବି — [ଦ୍ର—ସମ୍ଭବତଃ ଜାହାଜର ମାହାଳ ବା — Deckରୁ ଏ ଉପାଧି ଆସିଅଛି, ଯେଉଁମାନେ ଜାହାଜର ମାହାଳରେ କାମ କରନ୍ତି]