ମାଇକିନା Māikinā

  • ଦେ. ବି. ସ୍ତ୍ରୀ (ସଂ. ମାତୃ ଓ କନ୍ଯା; କିମ୍ବା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂ. ମାତୃକା; ସଂ. ମେହନା=ସ୍ତ୍ରୀ; ମହିଳା—ହି. ଶ) — ନାରୀ; ସ୍ତ୍ରୀଲୋକ — Woman
  • ଦେ. ବି. ସ୍ତ୍ରୀ (ସଂ. ମାତୃ ଓ କନ୍ଯା; କିମ୍ବା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂ. ମାତୃକା; ସଂ. ମେହନା=ସ୍ତ୍ରୀ; ମହିଳା—ହି. ଶ) — ପତ୍ନୀ; ସ୍ତ୍ରୀ — Wife
  • ଦେ. ବି. ସ୍ତ୍ରୀ (ସଂ. ମାତୃ ଓ କନ୍ଯା; କିମ୍ବା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂ. ମାତୃକା; ସଂ. ମେହନା=ସ୍ତ୍ରୀ; ମହିଳା—ହି. ଶ) — ସ୍ତ୍ରୀ ଜାତି — Womankind
  • ଦେ. ବି. ସ୍ତ୍ରୀ (ସଂ. ମାତୃ ଓ କନ୍ଯା; କିମ୍ବା ମାତୃଗ୍ରାମ= ମାତୃଜାତି; ପାଲି—ମାତୁଗାମ; ପ୍ରା. ମଉଗାଆଁ ସଂ. ମାତୃକା; ସଂ. ମେହନା=ସ୍ତ୍ରୀ; ମହିଳା—ହି. ଶ) — [ଦ୍ର—ସାଧାରଣତଃ 'ମାଇକିନିଆ' ଶବ୍ଦର ବ୍ଯବହାର ଇତର ବା ଶିଷ୍ଟତାବିରୁଦ୍ଧ; କଳିହୁଡ଼ୀ, ଦୁଷ୍ଟା ସ୍ତ୍ରୀମାନଙ୍କ ପ୍ରତି ଓ ଗାଳିରେ ଏ ଶବ୍ଦ ବ୍ଯବହୃତ ହୁଏ। ସଧବାମାନଙ୍କୁ ଅହିଅ ମାଇକିନିଆ ଓ ବିଧବାମାନଙ୍କୁ ରାଣ୍ଡ ମାଇକିନିଆ କୁହାଯାଏ।]